Saturday, August 12, 2017

ଗୌସେବା ୱର୍ଳ୍ଡ ବିଷୟରେ ଏବଂ ହାର୍ଦିକ ଅଭିନନ୍ଦନ -GWO-6

 About Goseva World-App and dedicates to 

୫) ଗୌସେବା ୱର୍ଳ୍ଡ-ଆପ୍ (App) ବିଷୟରେ ଏବଂ ହାର୍ଦିକ ଅଭିନନ୍ଦନ 

This is the first App which is designed to provide excellent information on cow and benefits from the byproducts of cow which are also proved by Science and Ayurvedha, these products are of great medicinal value. 
our App also provides Great historical information on cow. 
                        OUR APP IN PROGRESS


ଏହା ଏକ ପ୍ରଥମ ଆପ୍ ଯାହା ଦ୍ବାରା ଆମେ ଗାଈ ବିଷୟରେ ଏବଂ ଗୌ ଜାତିୟ ଉପଫଳ ବିଷୟରେ ସୂଚନା ପାଇ ପାରିବା | ଏହି ଉପଫଳ ଗୁଡିକରେ ବୈଜ୍ଞାନିକ ଏବଂ ଆୟୁର୍ବୈଦିକ ପ୍ରମାଣିତ ଔଷଧିୟୁ ଗୁଣ ରହିଛି | 


The Goseva world App is dedicated to all Gomatha\Cow lovers and also to the People who are yet not aware of its greatness. 

ଏହି ଗୌସେବା ୱର୍ଲ୍ଡ୍ ଆପ୍ ସମସ୍ତ ଗୌମାତା ଏବଂ ଗୌ ପ୍ରେମିକ ଙ୍କୁ ସମର୍ପିତ |
 
****Let us say cow for ALL**** Vishnu-विष्णु- విష్ణు- விஷ்ணு- ವಿಷ್ಣು -വിഷ്ണു 



 Sincere Thanks to: 
୬) ସାଦରଣୀୟ ଧନୀୟବାଦ: 

My sincere thanks to my Live gods-parents, all my Goseva world team members, friends, relations,critics and my loved ones …who contributed and supported to develop this app and helped to reached a Great mile stone.  

ମୋର ସାଦରଣୀୟ ଧନ୍ୟବାଦ ମୋର ଜୀବନ୍ତ ଭଗବାନ-ମୋର ପିତା ମାତାଙ୍କୁ, ସମସ୍ତ ଗୌସେବା ୱର୍ଲ୍ଡ ସଙ୍ଗଠନ କୁ, ମିତ୍ର ମାନଙ୍କୁ, ବନ୍ଧୁ ମାନଙ୍କୁ ଏବଂ ମୋର ପ୍ରିୟଜଣଙ୍କୁ ଯେଉଁମାନେ ଏହି ସଙ୍ଗଠନରେ ସମର୍ଥନ ଦେଇଛନ୍ତି ଏବଂ ଏହାକୁ ସଫଳ ବନାଇବାରେ ସାହାଯ୍ୟ କରିଛନ୍ତି | 


I feel,God has given us a beautiful opportunity to work for a great animal. 


ମୁଁ ଭାବୁଛି କି ଭଗବାନ ଆମ୍ଭମାନଙ୍କୁ ଗୌସେବା ପରି ଏକ ଉଚ୍ଚତମ କାର୍ଯ୍ଯ କରିବା ପାଇଁ ଏକ ସୁନ୍ଦର ଅବସର ଦେଇଛନ୍ତି | 


Vishnu-विष्णु- విష్ణు-விஷ்ணு- ವಿಷ್ಣು- വിഷ്ണു 
***Let us say cow for all*** 


No comments: