Saturday, August 12, 2017

ଗୌସେବା ୱର୍ଳ୍ଡ ପ୍ରକଳ୍ପ ର ପ୍ରମୂଖ ବିନ୍ଦୁ:GWO-3

3. Goseva world project plan key points: 
୩) ଗୌସେବା ୱର୍ଳ୍ଡ ପ୍ରକଳ୍ପ ର ପ୍ରମୂଖ ବିନ୍ଦୁ: 

Our Project plan majorly focuses on protecting cows which in turn brings Good Health and wealth into every body’s life with below key point’s assistance: 
ଆମ ପ୍ରକଳ୍ପ ର ପ୍ରଧାନ ବିନ୍ଦୁ ଗାଈ ସୁରକ୍ଷା ଉପରେ ନିର୍ଧାରିତ, ଯାହା ଦ୍ବାରା  ସମସ୍ତଙ୍କ ଜୀବନ ରେ ଭଲ ସ୍ବାସ୍ଥ୍ୟ ଏବଂ ଧନ ଆସିପାରିବ | ଏହା ତଳ ଲିଖିତ ବିନ୍ଦୁ ଦ୍ବାରା ସମ୍ଭବ : 
• Awareness 
• ଜାଗୃତା 
• Job opportunities 
ରୋଜଗାରର ସମ୍ଭାବନା 
• Education 
• ଶିକ୍ଷା 
• Current and next generation 
ବର୍ତ୍ତମାନ ଏବଂ ପରବର୍ତ୍ତୀ ପୀଢୀ 
• Save water, green life 
• ପାଣି ସଞ୍ଚୟ,ହରିତ ଜୀବନ 
• Reuse and Re Cycle-Plastic 
• ପ୍ଲାସ୍ଟିକ ର ପୁନଃ 
• Safety/Security 
• ସୁରକ୍ଷା 
• Creating Health and wealth 
• ସ୍ବାସ୍ଥ୍ୟ ଏବଂ ଧନ 
• For all professions-religions-languages-castes. 
ସମସ୍ତ ବ୍ୟବସାୟ-ଧର୍ମ-ଭାଷା-ଜାତି 
• Values-kindness-support 
ମୂଲ୍ଯ – ଦୟାଳୁତା – ସମର୍ଥନ 
• And many more 
ଏବଂ ଅନ୍ୟାନ୍ୟ 

Each Key point has valid and detailed explanation with more benefits. 
ପ୍ରତେକ ବିନ୍ଦୁ ଗୁଡିକ ର ବିସ୍ତାରିତ ଏବଂ ମହତ୍ବପୂର୍ଣ୍ଣ ବିଷୟ ଅଛି | 
We want to work with Central Government collaboration, create job opportunities and income source to the Government just by protecting cows and provide Green life to all. 

ଆମେ କେନ୍ଦ୍ର ସରକାରଙ୍କ ସହିତ ମିଶି ରୋଜଗାରର ସୁଯୋଗ ବଢେଇବା କୁ ଚାହୁଁଛୁ | ଏହା ଗୌ ଏବଂ ହରୀତ ଜୀବନ ର ସୂରକ୍ଷା ଦ୍ବାରା ସମ୍ଭବ | 


All key points will be followed under a single theme “Values-Kindness-support”. With this introduction, now I seek your support to Goseva world, ideas to take this project to greater heights. Together, let's save the Cows. ***Let us say cow for all*** 

ସବୁ ପ୍ରମୂଖ ବିନ୍ଦୁ ଗୁଡିକ ଗୋଟିଏ ବିଷୟ “ମୂଲ୍ଯ - ଦୟାଳୁତା - ସମର୍ଥନ” ଉପରେ ଆଧାରିତ |ଏହି ପ୍ରସ୍ତୁତି ସହିତ, ମୁଁ ଏହି ପ୍ରକଳ୍ପ କୁ ଆପଣଙ୍କ ସହଯୋଗ ରେ ଅଧିକ ଉଚ୍ଚତା କୁ ନେବାକୁ ଚାହୁଁଅଛି | 
Vishnu@Goseva world 
ସାଦର୍ଣୀୟ, ବିଷ୍ଣୁ @ ଗୌସେବା ୱର୍ଲ୍ଡ 




କାହିଁକି ଗୌସେବା ୱର୍ଳ୍ଡ ସମସ୍ତଙ୍କ ପାଇଁ-GWO-4

ମୁଁ କାହିଁକି ସମର୍ଥନ ଦେବି?-GWO-5


ଗୌସେବା ୱର୍ଳ୍ଡ ବିଷୟରେ ଏବଂ ହାର୍ଦିକ ଅଭିନନ୍ଦନ -GWO-6

No comments: