Saturday, August 12, 2017

କାହିଁକି ଗୌସେବା ୱର୍ଳ୍ଡ ସମସ୍ତଙ୍କ ପାଇଁ-GWO-4

4. Why Goseva world for All? 

୪) କାହିଁକି ଗୌସେବା ୱର୍ଳ୍ଡ ସମସ୍ତଙ୍କ ପାଇଁ? 

Saving our cow is equal to saving total environment i.e Green world to all. 
How…? 
ଗୌ ସୁରକ୍ଷା ସମସ୍ତ ପ୍ରକୃତି ର ସୁରକ୍ଷା-ସମସ୍ତଙ୍କ ପାଇଁ ଏକ ହରୀତ ସଂସାର । କେମିତି ? 
As we all know, one of our Nation slogan i.e JAI JAVAAN…JAI KISAAN 
These two are about real heroes. Farmers serve Food and Javaans protect our country 24/7 without looking at our caste and religion. “Farmer is the back bone of our country. Similarly, “Farmer’s back bone is dairy farms & crops. 

ଦେଶର ସୀପାହୀ ମାନେ ଆମ୍ଭମାନଙ୍କର ସୁରକ୍ଷା ପାଇଁ ଦିନ ରାତି ଜାଗ୍ରତ ରୁହନ୍ତି ଏବଂ ତାଙ୍କର ସବୁକିଛି ଦେଶ ପାଇଁ ସମର୍ପିତ କରନ୍ତି| ସେହିପରି ଗାଈ ଏବଂ ବଳଦ ମାନେ ମଧ୍ୟ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଖାଦ୍ୟ ଉତ୍ପାଦନ ରେ କୃଷି କରିବାରେ ବହୁତ ସାହାଯ୍ୟ କରନ୍ତି| 

Cow is the source of milk (A day neither starts nor ends without a milk product) and cow/ox is source of agriculture. They do Love-Help-Service to all, even without knowing their caste and religion. 

ଗାଈ କ୍ଷିର ଜାତୀୟ ପଦାର୍ଥ ର ସ୍ରୋତ । କୌଣସି ଦିନ କ୍ଷିର ଜାତୀୟ ପଦାର୍ଥ ବିନା ଆରମ୍ଭ ହୁଏ ନାହିଁ । ଗାଈ ଏବଂ ବଳଦ କୃଷି କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରନ୍ତି । ସେମାନେ କାହାର ଜାତି ଏବଂ ଧର୍ମ ରେ ତୁଳନା ନ କରି ସମସ୍ତଙ୍କୁ ପ୍ରେମ ଏବଂ ସାହାଯ୍ୟ କରନ୍ତି । 


Farmer serves the food to all of us including the people of all other countries, even to our real heroes (Javaan-who protects us and serves the nation 24/7. 

Cows only Eat the Food (which we do not require) and serving valuable products (like Milk, Ghee, curd, yougurt,urine ,dung …etc)  a lot to all Humans and environment. 

There is no doubt in saying that cow is a Great asset to this world 
ତେଣୁ ଏହା କହିବାରେ କୌଣସି ସନ୍ଧେହ ନାହଁ କି ଗାଈ ସମସ୍ତ ସଂସାର ରେ ଏକ ମହତ୍ବପୂର୍ଣ୍ଣ  ଜୀବ । 


 Just Imagine If the cow speaks to you? 
● ଗାଈ ର ଦ୍ରୁଷ୍ଟିକୋ ରୁ କଳ୍ପନା କରନ୍ତୁ ? 

Let us imagine for a minute 
the cow speaks to you, what does it have to say 

No matter your  
• Religion 
• ଧର୍ମ   
• Profession 
• ବ୍ୟବସାୟ 
• Caste 
ଜାତି 
• Language 
ଭାଷା 
• Either you young or old 
ଆପଣ 
• Either you rich or poor 
ଆପଣ ଧନୀ ବା ଦରିଦ୍ର 
• Either you help or helpless 
ଆପଣ ସାହାୟତା କରନ୍ତି ବା ଅସହାୟ 
• Either you Good or bad 
ଆପଣ ଭଲ ବା ଖରାପ 
• Either you beautiful or not 
ଆପଣ ସୁନ୍ଦର ବା ଅସୁନ୍ଦର 
• Either you in Hero stage or zero stage 
ଆପଣ ପ୍ରମୂଖ ବା ନୁହେଁ 
• Either you in success or in failure 
ଆମ ପାଇଁ ସମସ୍ତେ ସମାନ (-ଗାଈ) | ଆମକୁ କିଛି ପ୍ରକାରର 
All are Equal to us (cows). we don’t need any facilities like you(humans)… 
• No need -Variety of Foods 
ବିଭିନ୍ନ ପ୍ରକାରର ଭୋଜନର ଆବଶ୍ୟକତା ନାହିଁ 
• No need -Variety of transportation vehicles 
ବିଭିନ୍ନ ପ୍ରକାରର ପରିବାହନର ଆବଶ୍ୟକତା ନାହିଁ 
• No need- Variety of clothes 
ବିଭିନ୍ନ ପ୍ରକାରର ବସ୍ତ୍ରର ଆବସ୍ୟକତା ନାହିଁ 
• No need - Variety of technology 
ବିଭିନ୍ନ ପ୍ରକାରର ପ୍ରୌଦ୍ୟୋଗିକୀର ଆବଶ୍ୟକତା ନାହିଁ 

We eat only the food which humans do not require (Grass), but we serve to this world with number of benefits more than you. There is no doubt to say that Cow is great contribution to this world. Now it’s in your hand to support or not! 

JAI JAVAAN…JAI KISAAN…JAI GOMAATHA…. let us say ***Cow for All**** 
ଜୟ ଜବାନ, ଜୟ କିସାନ, ଜୟ ଗୌମାତା । 
         ସାଦର୍ଣୀୟ, ବିଷ୍ଣୁ @ ଗୌସେବା ୱର୍ଲ୍ଡ 



ମୁଁ କାହିଁକି ସମର୍ଥନ ଦେବି?-GWO-5

ଗୌସେବା ୱର୍ଳ୍ଡ ବିଷୟରେ ଏବଂ ହାର୍ଦିକ ଅଭିନନ୍ଦନ -GWO-6

No comments: