Saturday, August 12, 2017

କେମିତି ଗୌସେବା ୱର୍ଳ୍ଡ ସ୍ଥାପିତ ହେଲା ଏବଂ ଏହାର ଅଭିୟାନ-GWO-2

୨) କେମିତି ଗୌସେବା ୱର୍ଳ୍ଡ ସ୍ଥାପିତ ହେଲା ଏବଂ ଏହାର  ଅଭିୟାନ 

• Reasons for starting Goseva world 


 ●     ଗୌସେବା ୱର୍ଳ୍ଡ ଆରମ୍ଭ କରିବାର କାରଣ 

During my college days back in 2004, our lecturer Sharif Shaik mentioned that cows are harmed by the plastic they eat along with food. his worry and Emotion were not reached to my mind and it did not allow me to think the impact of this topic. 

୨୦୦୪ ମସିହା ରେ, ଯେତେବେଳେ ମୁଁ ବିଶ୍ଵବିଦ୍ୟାଳୟରେ ପଢୁଥିଲି, ଆମ ଅଧ୍ୟାପକ ଶରୀଫ ଶୈକ ଉଲ୍ଲେଖ କରିଥିଲେ ଯେ ଗାଈ ମାନେ ଖାଦ୍ୟ ସହିତ ମିସିଥିବା ପ୍ଲାସ୍ଟିକ ଖାଇବାରୁ ତାଙ୍କୁ କ୍ଷତି ହୁଏ |ତାଙ୍କ ଭାବନା ଏବଂ ଚିନ୍ତା ସେତେବେଳେ ମୋର ମନକୁ ପହଞ୍ଚି ପାରିନଥିଲା| ଏବଂ ମୁଁ ଏହାର ତାତ୍ପର୍ଯ୍ୟ ବୁଝିପାରିନଥିଲି | 
After many years, I have seen this problem closely in Chennai in my locality; Cows being killed in accidents, eating posters, plastic covers, sand and got stunned when public were waiting in front of beef shops etc. Google says, this is not only happening in Chennai but almost in all major cities and states across India. 

ବହୁତ ବର୍ଷ ପରେ, ଚେନଈ ରେ ମୁଁ ଏହି ସମସ୍ୟା କୁ ପାଖରୁ ଦେଖିଥିଲି | ଗାଈ ମାନେ ଦୂର୍ଘଟଣା ରେ ଏହାତ ହୋଉଛନ୍ତି ଏବଂ ପ୍ଲାସ୍ଟିକ ମିମିସିଥିବା ଖାଦ୍ୟର ଆହାର ଦ୍ବାରା ଗାଈ ମାନେ ମୃତ୍ୟୁ କୁ ପ୍ରାପ୍ତ ହୁଅନ୍ତି | ଦୋକାନ ରେ ଗାଈ ର ବଳି ଦେଖିକି ମୁଁ ଚକିତ ରହିଗଲି | ମୁଁ ପରେ ଜାଣିଲି ଯେ ଏହି ଘଟଣା ଗୁଡିକ କେବଳ ଚେନଈ ରେ ନୁହେଁ, ଅଥବା ଭାରତର ପ୍ରମୂଖ ସହରେର ମଧ୍ୟ ଘଟିତ ହୁଏ | 
I was surprised to see a foreign lady working for our country cows and other animals through the Plastic Cow Project-Karuna society which is about bringing awareness on the consumption of plastic bags by cows, their surgeons recovered 30-60 kg of plastic bags, used napkins, nails, sand.etc.Through this process their team saved many cows. 

କିଛି ଦିନ ପରେ, ମୁଁ ଏକ ବୈଦେଶିକ ମହିଳାଙ୍କୁ ପ୍ଲାସ୍ଟିକ ଗୌ ପ୍ରକଳ୍ପ- କରୁଣା ସଙ୍ଗଠନ ରେ ଗାଈ ଏବଂ ଅନ୍ୟ ପଶୁ ମାନଙ୍କ ପାପାଇଁ କାମ କରୁଥିବା ଦେଖି ଆଶ୍ଚର୍ଯ ହୋଇଗଲିଣି | ଏହି ସଙ୍ଗଠନ ଗୌ ପାଳନ ଏବଂ ଗାଈ ମାନଙ୍କ ପ୍ଲାସ୍ଟିକ ଆହାର ପ୍ରତି ସଚେତନତା ଯୋଗାଇବା ପାଇଁ ଗଠନ ହୋଇଛି | 

These incidents troubled me a lot and eventually motivated me to initiate this movement with Goseva world. Goseva world has also designed a great project plan with new concept to trigger miraculous results to save all cows across India. I trust this project helps the holy cow and satisfies everyone in the movement in some form. 

           ଏହି ଘଟଣା ଗୁଡିକ ବହୁତ ଦୁଃଖନିୟ ଏବଂ ପରବର୍ତ୍ତୀ ସମୟରେ ମୋତେ ଗୌସେବା ୱର୍ଲ୍ଡ୍ କୁ ଆରମ୍ଭ କରିବା ପାଇଁ ପ୍ରେରିତ କରିଲେ | 

Together, let's save the Cows. ***Let us say cow for all*** 


ତେଣୁ ଚାଲନ୍ତୁ ସମସ୍ତେ ମିଶିକି ଗାଈ ମାନଙ୍କ ସୂରକ୍ଷା କରିବା ଏବଂ କହସିବା – ଗାଈମାନେ ସମସ୍ତଙ୍କ ପାଇଁ | 


Note: Goseva world is not to criticize any religion, any specific people, not to 
under estimate any one. It’s about facts and our theme is values-kindness-support. 


ଟିପଣୀ: ଗୌସେବା ୱର୍ଲ୍ଡ କୌଣସି ଜାତି, ଧର୍ମ କିମ୍ବା ବିଶିଷ୍ଟ ଲୋକ ଙ୍କ ଅପମାନ କରିବା ପାଇଁ ନୁହେଁ | ଏହା କେବଳ ତଥ୍ୟ ଉପରେ ଆଧାରିତ ଏବଂ ଆମର ବିଷୟ ହେଉଛି ମୂଲ୍ଯ – ଦୟାଳୁତା – ସମର୍ଥନ | 


Regards,Vishnu@Goseva world 

ସାଦର୍ଣୀୟ, ବିଷ୍ଣୁ @ ଗୌସେବା ୱର୍ଲ୍ଡ 




ଗୌସେବା ୱର୍ଳ୍ଡ ପ୍ରକଳ୍ପ  ପ୍ରମୂଖ ବିନ୍ଦୁ:GWO-3

କାହିଁକି ଗୌସେବା ୱର୍ଳ୍ଡ ସମସ୍ତଙ୍କ ପାଇଁ-GWO-4

ମୁଁ କାହିଁକି ସମର୍ଥନ ଦେବି?-GWO-5


ଗୌସେବା ୱର୍ଳ୍ଡ ବିଷୟରେ ଏବଂ ହାର୍ଦିକ ଅଭିନନ୍ଦନ -GWO-6

No comments: