Saturday, August 12, 2017

ଗୌସେବା ୱର୍ଳ୍ଡର ପ୍ରତିଷ୍ଠା -GWO-1

Goseva world Startup for:- 


୧)  ଗୌସେବା ୱର୍ଳ୍ଡର ପ୍ରତିଷ୍ଠା 

ଗୌସେବା ୱର୍ଳ୍ଡ ଗାଈ ଏବଂ ବଳଦ  ମାନଙ୍କ ସୁରକ୍ଷା ପାଇଁ (ଯାହାଙ୍କ ଉପରେ କୃଷି ମାନେ ନିର୍ଭର) ଏକ ସଂଗଠନ | ଗୌସେବା ଦ୍ବାରା ଏକ ହରିତ ଦେଶ ଉପଲକ୍ଷେ ସବୁ ସମସ୍ୟା ର ସମାଧାନ ଅଛି| 


ଦେଶର ସୀପାହୀ ମାନେ ଆମ୍ଭମାନଙ୍କର ସୁରକ୍ଷା ପାଇଁ ଦିନ ରାତି ଜାଗ୍ରତ ରୁହନ୍ତି ଏବଂ ତାଙ୍କର ସବୁକିଛି ଦେଶ ପାଇଁ ସମର୍ପିତ କରନ୍ତି| ସେହିପରି ଗାଈ ଏବଂ ବଳଦ ମାନେ ମଧ୍ୟ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଖାଦ୍ୟ ଉତ୍ପାଦନ ରେ କୃଷି କରିବାରେ ବହୁତ ସାହାଯ୍ୟ କରନ୍ତି| 


ଆମ୍ଭେମାନେ ପ୍ରତିଦିନ ଗାଈ ମାନଙ୍କ ଦ୍ବାରା ଉତ୍ପାଦନ ହୋଇଥିବା ଭୋଜନ ଆହାର କରୁଅଛେ| ଏମିତି କୌଣସି ଦିନ ନଥିବ ଯେବେ ଆମେ ଗୌ ପଦାର୍ଥ ବ୍ୟବହାର କରନେ| 


ଏକ ଦେଶ ର ପ୍ରଗତି ଏବଂ ମହାନତା, ସେହି ଦେଶ ର ପଶୁ ମାନଙ୍କ ପ୍ରତି ବ୍ୟବହାର ରୁ ଜଣାପଡେ| ଗୌ ସୁରକ୍ଷା, ମୋ ପାଇଁ କେବଳ ଗାଈ ମାନଙ୍କ ସୁରକ୍ଷା ନୁହେଁ| ଏହାର ଅର୍ଥ ସମସ୍ତ ଅସହାୟ ଏବଂ ଦୁର୍ବଳ ଜୀବନ ରସୁରକ୍ଷା ଅଟେ| 
- ମାହାତ୍ମା ଗାନ୍ଧି| 




କେମିତି ଗୌସେବା ୱର୍ଳ୍ଡ ସ୍ଥାପିତ ହେଲା ଏବଂ ଏହାର ଅଭିୟାନ-GWO-2

ଗୌସେବା ୱର୍ଳ୍ଡ ପ୍ରକଳ୍ପ  ପ୍ରମୂଖ ବିନ୍ଦୁ:GWO-3

କାହିଁକି ଗୌସେବା ୱର୍ଳ୍ଡ ସମସ୍ତଙ୍କ ପାଇଁ-GWO-4

ମୁଁ କାହିଁକି ସମର୍ଥନ ଦେବି?-GWO-5


ଗୌସେବା ୱର୍ଳ୍ଡ ବିଷୟରେ ଏବଂ ହାର୍ଦିକ ଅଭିନନ୍ଦନ -GWO-6



No comments: